ନେଇଁ ହେବାର କିଛୁ
ସବୁଆଡେ ବିଛୁ।
ନେଇଁ ମାନଲେ ପଥର,
ମାନଲେ ଭୋଲାଶଙ୍କର।
ଆଗକେ ସମିଆ
ନେଇଁ କରିପାରି ଫେରଭି
ହଉଛ ଭକୁଆ।
କାହାକେ ନେଇଁ ଛାଡବାର ମାୟା
ଇନ ଆରୁ ସେନ ଭୁତକା ଛାୟା।
ଘର ଗାଁ ସହର ରାଏଜ ଦେଶ
ସବୁଠାନେ ନକଲି ଭେଶ।
ଆକାଶ ନକଲି ମାଏଟ ନକଲି
ମୁନୁଷର କେଁ ସୁର୍,
ନେଇଁ ବଲୁନ୍ ହଲୁନ୍ ସବୁ ଫୁର୍ର।
This poem has not been translated into any other language yet.
I would like to translate this poem