Duraru
Daaka mate,
Prema kara mate.
Mu tumar,
Kebala tumara.
Aethare
Sabubele
Sabu samayare.
Abaastaba nuhen kuchhi
Ama samparkare.
Biswas kara mate
Mu aethare tuma pain,
Satya pain,
Sabu bhala pain.
In Odia lipi or Brahmi script;
ଦୂରରୁ
ଡାକ ମତେ,
ଭଲ ପାଅ ।
ମୁଁ ତୁମର,
କେବଳ ତୁମର ।
ଏଠାରେ ସବୁବେଳେ,
ସବୁ ସମୟରେ ।
ଅବାସ୍ତବ ନୁହେଁ କିଛି
ଆମ ସଂପର୍କରେ ।
ବିଶ୍ଵାସ କର ମତେ
ତୁମ ପାଇଁ
ମୁଁ ଏଠାରେ ।
ସତ୍ୟ ପାଇଁ,
ମୁଁ ଏଠି ସବୁ ଭଲ ପାଇଁ ।