ସମୁଦ୍ର କାହିଁ?
କଣ ହେବ ବି ସମୁଦ୍ର?
ଅଛି ବହୁତ କିଛି ମିଳିବାର
ଯଦିଓ ସମୁଦ୍ରରୁ।
ଅବଶ୍ୟ,
ମୁଁ ଆକାଶ,
ଆକାଶରେ ରହିବାବାଲା।
ବିନା ସମୁଦ୍ରରେ
ଆକାଶର କି ମୂଲ୍ୟ!
ଆକାଶ ଆଉ
ସମୁଦ୍ର ମଝିରେ ଅଛି ଯିଏ
ପଚରାଯାଉ କେତେ କଣ
ରଖିଛି କେମିତି ଏ ଯାଏ।
Life is the result, and it is here out of struggle in between the sky and the ocean. It is the earth. Earth-life
This poem has not been translated into any other language yet.
I would like to translate this poem
ଆକାଶ ଆଉ ସମୁଦ୍ର ମଝିରେ ଅଛି ଯିଏ ପଚରାଯାଉ କେତେ କଣ ରଖିଛି କେମିତି ଏ ଯାଏ। A thought provoking write! (10)