କମିବାକୁ ନାଇଁ ରାତି,
ଗଭୀରରୁ ଗଭୀରତର ଆହୁରି ।
ଅଛି କି ସକାଳ ବହୁତ ଦୂରରେ!
ଅଧରାତିରେ ବି ଆସେ ସକାଳ
ଥିଲେ କବିତା ପାଖରେ ।
ଇର୍ଷା କର ନା ପ୍ରିୟେ,
ଆସ ଉଠି ହାତଧରି ମୋର,
ସଦା ମୁଁ ତୁମର ଆଉ ସଦା ପାଖରେ ପାଖରେ ।
This poem has not been translated into any other language yet.
I would like to translate this poem
life is not to envy but to love, dear men. love in a truthful way. Live and let live.