ସବୁ ନିର୍ଭର
ଆମ ଉପରେ,
ଆମେ ହିଁ ସବୁ
କରିବାକୁ ସକ୍ଷମ ।
ଆମେ ଆମର ।
ସଂଧ୍ୟା ସକାଳ
ଆମେ ଆମଠି ।
ଆମ ବାହାରେ
କି ଆମ ଉପରେ
ଆଉ କିଏ ଅଛି କି?
This poem has not been translated into any other language yet.
I would like to translate this poem
bahut badi haichi sir