ମାମୁ-ଭଣଜା ଯୋଡି ଆତତାୟୀ,
ବଧରେ ଦୋଷ ନାଇଁ।
ବିଜୁଳି ଘଡଘଡି ମାରେ ଦଶଦିଶ ଝଲସାଇ,
କ୍ଷମା ନାଇଁ।
ଭାସି ମରନ୍ତି କେତେ ଗଣନା ନାଇଁ।
ପାଣି ପାଣି ସର୍ବତ୍ର ପାଣି।
This poem has not been translated into any other language yet.
I would like to translate this poem