ଆଶ ନେଇଁ କର କାହାରିରଠାନୁExpect Not From Anyone Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଶ ନେଇଁ କର କାହାରିରଠାନୁExpect Not From Anyone

1.

ମନ ଭିତରେ କାଣା ରଖିଛୁ ଜନା ମତେ,
କଦଲି ଖେଇଛୁ କି ନେଇଁ ଖେଇ ଜନା ମତେ,
ତୋର ମୁହୁଁ ଦେଖଲେ ଜେନ ଭି ହଉ ଦେବା କହି,
ଇଟା ଏକା ମୁଲ୍ ହନ୍ଦଲେଇ କରି ପାଏକେ
ଧରବାର ଲୋକ ଝୁରି।

ତରାମାନକେ ଛିଡାବାର ଲୋକ ଇଟା,
ଲେତାଗୁତାକେ କାଦୋଥି
ଗୁଧାବାର ଲୋକ ଇଟା,
ମାଏଟକେ ଫଟାବାରକାଜେ
ପ୍ଲାନ କରବାର ଲୋକ ଭି ଇଟା।

ତୋର ଆଡକେ କେନାଲ କରି
ପାଏନ ଚୁରାବାର ଲୋକ ତୁଇ।
ମୁଇଁ ଜାନିଛେଁ, ଇଟା ଏତକିବେଲକେ
ରଡୁଛେ ହୁଡୁଛେ ଜନାପଡଲାକେ।

ଖୁଲି ଦେଲିଁ ବାହାରର ଆରୁ ଭିତରର
ସବୁ କବାଟ, ଯାଃ।
ଇନୁଇଆଡେ ବୁଝବାର ଲୋକ ବୁଝବା
କେନ୍ତା କିଏ କେନ ରହେବା ଖାଏବା।

2.

ମତେ ପାଏବ ସବୁଠାନେ,
ଆରୁ ମୁଇଁ ନେଇଁଥାଏଁ
କାହାର ବଁଧନେ।

ମୁଇଁ ଯାଏସିଁ
ଆରୁ ରହେସିଁ
ମୋର ମନ କହେସି
ଜେତେବେଲେ ଜେନଟା।

ଜିବନ ନେଇଁ ଲାଗେ ସେରସେଟା
ମକେ ପାରବ ବଏଲେ ଚିହ୍ନି ହେଟା।

କାଣା ଧରବ କାଣା ଛାଡବ,
ବୁଝ ମୋର ବୁଆ,
ଚିରିହେଲେ ଦୁଇଆଡକେ
ହେଲ ନ ହେଟା ଅଚାବୁହା।

ଶୁଇନ ନେଇଁ ସେ କିଛୁ,
ଡର ନି, ହେମାନେ ଥିବେ
ହେନ୍ତା ହେନ ଅଛନ୍
ଯେନ ଯେନ ସାପ ଆରୁ ବିଛୁ।

ଆଶ ନେଇଁ କର କାହାରିରଠାନୁ,
ଆରୁ ଥ ମୌଜ ନେ
ଖସର ନେଇଁ ପେରେମ ସଦଭାବ ବଁଧନୁ।

Wednesday, August 1, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success