କ୍ଷମା କରନ୍ତୁ ଆଜ୍ଞା,
ମୁଁ ନିଜେ ଇ ଅବୁଝା।କୋଉଟା ଖାଲ କୋଉଟା ଢିପ,
କୋଉଟା ଘାସ କୋଉଟା ପଥର ଦେଖି ପାରିଲି ନି,
ଦେଖେଇଲେ ଯୋଉଟା!
ଅଛି ଆଖି କହୁଛନ୍ତି ଯଦି।
In English;
Excuse me sir,
I failed to understand
The hills and the holes
The grass and the stone
Which you show.
If you tell,
Eyes are there
With me.
This poem has not been translated into any other language yet.
I would like to translate this poem