ବାପ-ପୁଅfather-Son Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାପ-ପୁଅfather-Son

Rating: 5.0

ବାପ-ପୁଅ ନାଟକ
ଗଜାନନ ମିଶ୍ର

1

ବାପ-ପୁଅ ନାଟକ
ବେଶ୍ ରୋମାଂଚ।
ବାପ ବାହାରେ
ତ ପୁଅ ଭିତରେ ।
ବାପଟା ଗଲା
ବାହାରକୁ ଭୁଲରେ।
ମାର ତାଳି ପିଲାଏ
କୋଟି ଟଙ୍କା ଖର୍ଚ୍ଚରେ।

2

କାହାର ଟଙ୍କାରେ କେମିତି
କିଏ କରୁଛି ମସ୍ତି ଏଠାରେ।
ପଡ ନା ପଡ ନାରେ
ବାପ-ପୁଅ ପାଲରେ।
ଆରେ ହେ, ଏ ଶଳେ
ନିଜକୁ ନିଜେ କରାଉଛନ୍ତି
ଠିଆ ଭାରି ଚାଲାକିରେ।
ଏକ ଏମାନେ ଭିତରେ ବାହାରେ ।

3

ରହସ୍ଯଘେରରେ
ବାପ-ପୁଅ ଏବେ।
ବାପକୁ ପୁଅ
ପୁଅକୁ ବାପ
ସୋଧାସୋଧି କେତେ!
ରହରେ ରହରେ
ମିଠାରେ ମଦରେ
ଜୀବନ ଯିବ ସତେ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success