ଦୋଷ୍ ମୋର୍ ଆଏ Fault Is With Me Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦୋଷ୍ ମୋର୍ ଆଏ Fault Is With Me

Rating: 5.0

ଚଟକି ଗଲା ହେଟା,
ଶଲା, ଲିକ୍ ଲିକ୍ ପତଲା କାଚ୍।
ଥିଲାବେଲେ କେତନିକେତେ
ଫୁଟାନି ରଖିଥିଲା।

କହୁଥିଲା ଚିନ୍ତା କିଛି ନେଇଁ କର ହୋ,
ଅଛେଁ ମୁଇଁ, ସଁଭାଲି ନେମି।
ପାରଲା କେଁ ରହି
ଇନ କି ହେନ କି କେନ।

କେଁ କଥା ଦେଇଥିଲ,
କେଁଟା ରଖଲ।
ଆରୁ ହେଲା କେଁ ଜୁଡି
ଶଲା ଭେନେଇ।

ଚଟକି ଗଲା ହେଲା
ସମଧି ସମଧି
ଚଟକି ଗଲା
ଭାଇ ଭାଇ
ଚଟକି ଗଲା
ଶଶୁର ଜୁଏଁ।

ଲିକ୍ ଲିକ୍ ପତଲା କାଚ୍
ହେଟା ଗଲା ଚଟକି,
କେଁଟାକେ ଆରୁ ଫୁଟାନି,
ପବନ ଟିକେ ଫୁସ୍।

ଯା ବେଟା ଯା
ଅଛୁ ଜେନ
ହେନ ଥା ଖୁସ୍।

ନେଇଁ କରି କିଛି କିହେ,
ନେଇଁ ନ ହେବାରଟା
କିଛୁ କ୍ଷତି।
ମାଫ୍ କରିଦେଲିଁ,
ଯା ବେଟା, ଦୋଷ୍ ସବୁ।

ଦୋଷ୍ ମୋର୍ ଆଏ ବୋ
ଦୋଷ୍ ଦେଖୁଛେ ଯିଏ ତୋର,
ଖୁଜୁଛେ ଆରୁ ଆରୁ
କେନ ଅଛେ ଆରୁ କେଁ କେଁଟା।

ମୁଇଁ ନେଇଁ ରହି ପାରୁଛେଁ
ମୋର ଭିତରେ କେଁଜେ?
ଚଟକୁଛେଁ ମୁଇଁ
ମୋର ଭିତରେ ଭି
ଦେଖୁ ଦଖୁ ଏତକିବେଲକେ।

ନେଇଁ ନ ମୁଇଁ, ଜାନିଛେଁ।

Monday, June 18, 2018
Topic(s) of this poem: men
POET'S NOTES ABOUT THE POEM
Written in kosli language. kosli is an ancient language and is now used in western parts of Odisha, India. It is one of the most sweetest language. this poem is about men and living
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success