ନିଆଁ ନିଆଁ, ରାଜ୍ୟସାରା ନିଆଁ।
ଅଦିନିଆ ନିଆଁ। ଜାଳିବ ନି ଏ ନିଆଁ।
ବଦଳୁଥିବା ନିଆଁ-ହାୱା ଦେଇପାରେ
ଶୀତଳ-ଉଷ୍ମା।
ରୁହ, ନିରେଖ,
ଭିତରୁ ନା ବାହାରୁ ଏ ନିଆଁ!
କାହାକୁ କେମିତି କେତେବେଳେ
ପୋଡିବ ନିଆଁ! ଦେଖ, ପରଖ।
This poem has not been translated into any other language yet.
I would like to translate this poem