ନିଆଁ ପାଖରେ
ନିଆଁ ଲିଭା ଯନ୍ତ୍ର ରଖ,
ନିଆଁ ଜଳିଲେ
ଯନ୍ତ୍ରର ବଟନ ଟିପି
ନିଆଁ ଲିଭାଇବା ଶିଖ।
ନିଆଁ
ତୁମର ଭିତରେ
ତୁମ ପାଖରେ ଅଛି
ନିଆଁ ଲିଭା ଯନ୍ତ୍ର।
ସତର୍କ,
ସହଜ ଭାବ ନି ନିଆଁକୁ।
ନିଆଁ ନ ଜଳିଲେ
କିଛି ପାରିବ କରି
ପ୍ରତେ ହେଉ ନି।
This poem has not been translated into any other language yet.
I would like to translate this poem