ସତ୍ୟର ପାଦଚିହ୍ନ Footprint Of The Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟର ପାଦଚିହ୍ନ Footprint Of The Truth

Rating: 5.0

ନୁହଁ ଅଜ୍ଞାନ
ଗଜାନନ ମିଶ୍ର

ଶୁଣ ସଭାଜନ
ଗଜାନନ ନୁହଁ ଅଜ୍ଞାନ।
ଘର - ତପୋବନ,
ମା ମାଟି ଆଉ
ମାତୃଭାଷାରେ ସଦା ମନ।

ରକ୍ତରେ ରକ୍ତରେ
ଲେଖା ସବୁ ସ୍ୱପ୍ନ।
ସ୍ୱପ୍ନରେ ସ୍ୱପ୍ନରେ
ସମୟ ପୂର୍ଣ।

ଶୁଣ ସଭାଜନ
ଜୀବନ ଗୋଟେ ଉଦ୍ୟାନ।
ଜନମ ଆଉ ମରଣ
ଉଭୟ ସମାନ
ହେତୁକର ଯିବା ଆସିବା ପବନ।

ପବନେ ଯାଉଛି ଉଡି
ଦେହ ମନ, ଆଉ ଯାଉଛି
ସରି ସରି ଦିନ ପରେ ଦିନ।
ଅବୁଝାରେ, କରୁ ଥା
ତୋର ତୁ ଶୂନ୍ୟରେ
ହିସାବ ପାପ ଆଉ ପୁଣ୍ୟ।

ସୂର୍ଯ୍ୟ କିରଣରେ କିରଣରେ
ଯାଉ ଥା ଆଗେଇ
କରି କରି ଅନୁମାନ
ସତ୍ଯର ପାଦଚିହ୍ନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
11/12/2019

Wednesday, December 11, 2019
Topic(s) of this poem: life,truth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success