କେଁଟା କରିପାରମି ଆରୁ!
ମନକେମନ କାଁଦମି,
ଦୁଇଚାଏରପଦ ଲିଖମି,
ଦୁଖ୍ ରେ ଭି ରଚେକ ହସମି,
ଥିମି ବଏଲେ ପାସେ
ଛନେକ ବସମି କି
ଠିଆ ଉଠମି ଆରୁ
ନି ସଁଭାଲି ପାରଲେ..
ନେଇଁ ସଁଭାଲି ପାରଲେ
ଗୋଡହାତନୁ ସୁଆଁଲି ଆନମି,
ଆରୁ କହେବ ଜେନଟା କରି ଦେମି,
ପାରମି ଜେନ୍ତା।
ମୋରକାଜେ ତୁମେ,
ଅଛ କରବାରଲାଗି ମୋର କାମ।
This poem has not been translated into any other language yet.
I would like to translate this poem
Written in Kosli language, Kosli is an ancient language mostly used at present western parts of Odisha India