ପାନିର ଲାଗି
ଜଉଛେ ଜିବନ
ଥଉ କି ନି ଥଉ ମନ।
ବାଂଜିବୁଟା ତଲେ ଶିତ କନ୍ କନ୍,
ଗିତ୍ ଜେତକି ଗାଏଲେ ଭି
ଇଟା ସବୁ ପଖନ୍।
ଟାଙ୍ଗିଚେରେ ଉଡ୍ଲା ବାଗିର୍
ଉପରେ ଜନ୍।
This poem has not been translated into any other language yet.
I would like to translate this poem
written in Kosli language. Kosli is an ancient language mostly used in the wesern parts of Odisha, India