ଯେ ପ୍ରୀତି ନ କରଇ ମୋତେ,
ମୁଁ ତାକୁ ଦୁର୍ଲ୍ଲଭ ଜଗତେ- ଅତିବଡି ଜଗନ୍ନାଥ ଦାସ।
ଜଗତ ବନ୍ଧା ପ୍ରେମରେ ପ୍ରୀତିରେ
ଜଗତ ତିଷ୍ଠିଛି ସତ୍ୟରେ
ଜଗତ ମୋଠି ଜଗତ ତୁମଠି।
ଜଗତ ଜୀବନ ମଧୁର ବଚନ
ଜଗତ ସାରା ଜ୍ୟୋତି ପରିପୂର୍ଣ।
English rendering;
The world is in love and affection,
The world is on truth,
The world is in me and in you,
The life of the world is in sweet words,
The world is full of light.
This poem has not been translated into any other language yet.
I would like to translate this poem