Garam darkar,
Thanda nain.
Muin bhal paesi jiban,
Surya ke upabhog karsi,
Chandra ke bhi.
janichen, surya ke chhadi
Chandrara artha nein.
Sat ke jaanbarkaje
Muin chesta karucheen aaru
Sat ta mor bhitre.
Muin munush manke bhal paensi
Munush upre lekhbarke
Mate bhal laagsi.
Mate darkar bhal paebar ta
Aaru prakrutira samarthan.
Muin saphalatake upabhog karsi kintu
Biphalatake nein karen khatir.
Ulti aahuri jor karsi kabar.
Phal paebar lagi, sat laagi,
Jiban laagi, munush laagi.
Muin bhal paesi jibana
E maati. muin janichhen
Muin maaet aae aaru kichhu nein se.
In Brhmi script or lipi;
ଗରମ ଦରକାର
ଥଣ୍ଡା ନେଇଁ ।
ମୁଇଁ ଭଲ ପାଏଁସି
ଜୀବନ ।
ସୂର୍ଯ୍ୟକେ ଉପଭୋଗ
କରସିଁ, ଚନ୍ଦ୍ର କେ ଭି ।
ଜାନିଛେଁ,
ସୂର୍ଯ୍ୟକେ ଛାଡିକରି
ଚନ୍ଦ୍ରର ଅର୍ଥ ନାଇଁ ।
ସତ୍ କେ ଜାନବାରକାଜେ
ଚେଷ୍ଟା କରୁଛେଁ ଆରୁ
ସତ୍ ଟା ମୋର ଭିତରେ ।
ମୁଇଁ ମୁନୁଷକେ ଭଲ ପାଏସିଁ,
ମୁନୁଷ ଉପରେ ଲେଖବାରକାଜେ
ଭଲ ଲାଗସି ମତେ ।
ମତେ ଦରକାର ଭଲ ପାଏବାରଟା,
ଆରୁ ପ୍ରକୃତିର ସମର୍ଥନ ।
ସଫଳତାକେ ମୁଇଁ କରସିଁ ଉପଭୋଗ
କିନ୍ତୁ ବିଫଳତାକେ ନେଇଁ କରେଁ ଖାତିର ।
ଉଲଟି ଆହୁରି ଜୋର କରସିଁ କବାର ।
ଭଲ ପାଏବାର ଲାଗି,
ସତ୍ ଲାଗି, ମୁନୁସ୍ ଲାଗି,
ଜିବନ ଲାଗି ।
ମୁଇଁ ଭଲ ପାଏସିଁ ଜିବନ
ଇ ମାଟି ।
ମୁଇଁ ଜାନିଛେଁ
ମୁଇଁ ମାଏଟ ଆଏ
ଆରୁ କିଛି ନେଇଁ ସେ ।
wonderful wordijngs, wonderful phonetics..little traditions in language in Orissa is so beautiful. Thanks for sharing.