ସଚରାଚରବିଶ୍ୱର ସମସ୍ତଙ୍କୁ
ନମସ୍ତେ ନମସ୍ତେ ନମସ୍ତେ।
ଯେତେବେଳ ଯାଏ ଯିଏ
ଅଛନ୍ତି ଯୋଉଠି ଥାଆନ୍ତୁ ସୁସ୍ଥରେ।
ନମସ୍ତେ ନମସ୍ତେ ନମସ୍ତେ,
ସମସ୍ତଙ୍କୁ ନମସ୍ତେ ନମସ୍ତେ।
କିଏ କୋଉଠି କରୁଛି କଣ
ଯାଏ ଆସେ ନା ସେଥିରେ।
ପ୍ରେମରେ ପ୍ରୀତିରେ ଊଣା ନ ହେଉ କାହାରେ,
ନମସ୍ତେ ନମସ୍ତେ ନମସ୍ତେ।
This poem has not been translated into any other language yet.
I would like to translate this poem