ଜରର ମହାସମର Great War Of Fever Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜରର ମହାସମର Great War Of Fever

ଜର
ଗଜାନନ ମିଶ୍ର

ମକର, ଜର
ନୁହଁ ଏଇ ଜର
ଏମିତି ସେମିତି ଜର!
ଜର ମକର
ପବନ ପାଣିର ଖେଳ
ମେଘ ଆକାଶର ମେଳ।
ଜର, ମକର
ଇଏ ନୁହଁ
କରୋନା ଜର
ଇଏ ନୁହଁ
କୋକୁଆ ଜର
ଇଏ କାଳିଆ ଜର,
ଜର
ଡହ ଡହ
ଦେହ ମୋହ।
ସମୟ ଜର
ଭୟ ବୃକ୍ଷ ଗିରିବର
ବାରବାର ରୂପଧର
ବଳି ଅନ୍ତ ସତ୍ୱର।
ଜର, ସଂସାର
ଆକାଶ ପାତାଳ।
ଜର, ବିକାର
ଅଗୋଚର
ବଳ ଖଳ ଖଳ।
ମକର,
ଥାଅ ଅର୍ଥରେ
ନିରନ୍ତର।
ଯୁଦ୍ଧ ଘୋରତର।
ମାୟା ମନୁଷ୍ଯ କଳେବର
ଅସୁର ଅସୁର
ଭ୍ରମ ଭ୍ରମ କୌଶଳ।
ହେ ଚନ୍ଦ୍ର ହେ ସୂର୍ଯ୍ୟ
କର ଆହାର ବିହାର
ହଟୁ ହାହାକାର।
ଜର,
କ୍ରୋଧେ ଜରଜର
ଗୋଟେ ପରେ ଗୋଟେ
ଝରଝର ଜରୁଛି ଶିର।
ହୁଅ ନା ଆଗଭର
ବାରମ୍ୱାର
ଗୋଟେଇ ନେବ ଅନ୍ଧାର।
ଜରର ମହାସମର
ନିଜ ସ୍ୱରୂପ
ହେତୁକର ବୀର।
ନିଜ ସ୍ୱରୂପରେ
ଦେଖାଅ ସତ୍ୟବେଭାର।

Friday, June 5, 2020
Topic(s) of this poem: life,men
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success