ରାହୁ, ରାହୁ ହୋଇଥାଏ,
ଚନ୍ଦ୍ରଙ୍କର ସୁନ୍ଦର ରୂପରେ
ସଜାଇ ହୋଇଥିଲେ ବି
ଆଉ ନକଲି ରୂପରେ
ଅମୃତ ପାଇଥିଲେ ବି
ହରାଏ ଦେହଠୁ ଶିର
ସତ୍ଯ ପାଇଁ ଧର୍ମ ପାଇଁ
ନ୍ୟାୟର ନିକିତିରେ।
This poem has not been translated into any other language yet.
I would like to translate this poem
Evil men would get the result of evil deeds