ମୁଣ୍ଡବ୍ୟଥା Headache Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଣ୍ଡବ୍ୟଥା Headache

Rating: 5.0

1.

ସେ ହେଉଥିବେ କଥା,
ମୁଁ ହୋଇଗଲେ ମୁଣ୍ଡବ୍ୟଥା ।
ସେ କରୁଥିବେ ସବୁ
ମୁଁ କରିଦେଲେ କାମୁଡି ଦେଲା କି ବିଛୁ ।

2.

ଆରେ ଯା ପାଖରୁ,
ଆଉ ଗଲେ ପାଖରୁ, ଦେଖ
କି ନିଷ୍ଠୁର ମଣିଷ, ନାହିଁ ଦୟାମାୟା
ଟିକିଏ । ମରି ଯାଆନ୍ତି କି ହେଲେ!

3.

ମୁଁ ଯାହା କହେଁ
ଆପତ୍ତି କରନ୍ତି ସ୍ତ୍ରୀ କହନ୍ତି ନୁହଁ ସତ କିଛି ।
କିନ୍ତୁ ଯାହା ଅନ୍ୟ ଲୋକେ କହନ୍ତି
ମୋ ସ୍ତ୍ରୀ କରନ୍ତି ସମର୍ଥନ ସବୁ
ଆଉ କହନ୍ତି ଦେଖ ।

Saturday, September 30, 2017
Topic(s) of this poem: wife
POET'S NOTES ABOUT THE POEM
Odia is the official language of Odisha, India. The love of wife is really mysterious.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success