କେବଳ ଗୋଟିଏ ପଥ-କବିତାର,
ତାହା ହୃଦୟ।
ହୃଦୟରେ ଅଧିଷ୍ଠିତ ପ୍ରେମ।
ପ୍ରେମରେ ସତ୍ୟ।
ସତ୍ୟରେ ଚନ୍ଦ୍ର ସୂର୍ଯ୍ୟ ପାଣି ପବନ।
ସତ୍ୟରେ ଜୀବନ।
ନାଇଁ ସତ୍ୟ,
ନାଇଁ କିଛି।
This poem has not been translated into any other language yet.
I would like to translate this poem