ଅମୃତ ହୁଡିଣ କେହୁ ଭୁଂଡିବ ଗରଳ,
ମଣି ଛାଡି କରିବ କେ ଗଳେ ସର୍ପମାଳ।-ଅଚ୍ୟୁତାନନ୍ଦ।
ନିଜ ମା, ନିଜ ମା-ଭାଷା
ନିଜ ମାଟି ନିଜ ପାଇଁ ସ୍ୱର୍ଗ।
ନିଜର ଥାଉ ଥାଉ
ଯିଏ ଆପଣାଏ ଅନ୍ୟର
ସିଏ ହିଁ ଗଦ୍ଦାର।
This poem has not been translated into any other language yet.
I would like to translate this poem