ସାଧୁଙ୍କୁ କଲେ ପରମାଦ,
ଆପଣେ ନାଶିଲେ ସଂପଦ-ଅତିବଡି ଜଗନ୍ନାଥ ଦାସ।
ଆଗପଛ ନ ପରଖି
ଏଣେତେଣେ କଚାଡି ହେଲେ
ଦୁଃଖ ହିଁ ଦୁଃଖ।
ଦୟା ବୈରାଗ୍ୟ
ନିହାତି ଆବଶ୍ୟକ।
This poem has not been translated into any other language yet.
I would like to translate this poem