ଏତେବେଳେ ଏଠି,
ଆଉ କେତେବେଳେ କୋଉଠି!
ଜଣା ଭଲକରି ମାରି ହେବ
କେତେବେଳେ କାହାକୁ
କେମିତି ଗୋଇଠି।
ହାରଜିତ ସବୁଠି,
ପ୍ରକୃତରେ ନାହିଁ ହାର୍
ନାହିଁ ଜିତ୍
ମୋଠି।
ଥିଲି ଯେମିତି
ଅଛି ସେମିତି।
ଦିଆନିଆରେ ନ ଫଶି
ସଦା ବଂଚିଛି
କବିତା ଲେଖି ଲେଖି।
This poem has not been translated into any other language yet.
I would like to translate this poem