ଛପାଛପି ଖେଳ Hide And Seek Play Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଛପାଛପି ଖେଳ Hide And Seek Play

Rating: 5.0

ମାଲିକ
ଗଜାନନ ମିଶ୍ର

କିଏ କେମିତିକା
କାହାର ମାଲିକ?
ପଚାରିବା ଆସ
ଅଛି ଏଇଠି
ମଧୁ ପାଢୀ କଲେକ୍ଟର!
ଆସ ପଢିବା
କଣ ଲେଖିଛି
ସର୍ବୋଚ୍ଚ ଅଦାଲତ!
କିଏ କଣ କହିବ
ନା କହିପାରିବ ସତ୍ଯ
ଦରମାଖିଆ ଚାକର!
ଧୁଆଧୋଇ ହୋଇ ଆସ,
ରଖିବା ଘର ଦୁଆର ପରିଷ୍କାର ।
ଆଖପାଖ ଦେଖିବା
କୋଉଠି କେମିତି ଛପାଛପି
ଖେଳରେ ମାତିଛି ଅନ୍ଧାର!
ଶାନ୍ତ ପବନ ଆଉ
ସ୍ୱଚ୍ଛ ଆଲୁଅକୁ କେମିତି
କିଏ କରୁଛି ଉପହାସ!
ଆପଣା ଜାଗାରେ
ଆପେ ରହିବା ଆସ
ନିରୀହ ଦେଖି ଯିଏ ଯେମିତି
ପାରିଲା କାହା ନା କାହା
ଉପରେ ଶୋଷକ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
09/12/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success