ସତ୍ୟ ଥାଉ
ବା ନ ଥାଉ,
ଅଛି ମୁଁ ।
ମୁଁ ଥାଏଁ କି ନ ଥାଏଁ
ଅଛି ସତ୍ୟ ।
ଆଉ ସତ୍ୟକୁ ଧରି
ମୁଁ ବାହାରୁଛି ଘରୁ ।
ସତ୍ୟ ଅଛି ନିରୋଳା ମିଶ୍ରଣର ଉର୍ଦ୍ଧ୍ୱରେ ।
This poem has not been translated into any other language yet.
I would like to translate this poem
truth is life, life is truth