ନଦୀକୁ ଦରକାର ପାଣି,
ଫୁଲକୁ ବାସ।
ପ୍ରେମକୁ ଦରକାର ଆକାଶ,
ଜୀବନକୁ ଉଜାଣି।
ମୁହୂର୍ତକୁ ଦରକାର କବିତା,
ନୀରବ ରାତିକୁ ଜହ୍ନ।
ହଜିଯିବାକୁ ହେଲାବେଳେ ମନ
ଫଗୁଣ କାଟୁଛି ସମୟ ଫିତା।
ରହୁଛି ଆଶା ସ୍ୱପ୍ନକୁ ଧରି,
ସ୍ମୃତିର ଚାଙ୍ଗୁଡାରେ।
ନୂଆ ଘର ପାହାଡ ଉପରେ
ସସାଗରାଧରାକୁ ଘେରି।
English rendering;
River needs water,
Flower needs scents.
Love needs the sky,
Life needs turning chapter.
Moment needs poems,
Silent night needs moon.
When the mind goes missing
The spring cut the time ribbon.
Hope is there with dreams,
In the basket of memory.
New house at the top of mountain,
Around the oceans and the earth.
This poem has not been translated into any other language yet.
I would like to translate this poem