ତତଲାପାନି
ଗଜାନନ ମିଶ୍ର
ତତଲାପାନି ଘର୍
ନେଇଁ ପୁଡେ ସିନା
ତଁଟିକେ ସଫା କରବାରଥି
ସାହଜ କରସି
ତିନଥର ଚାଏରଥର
କୁରକଂଚା କରୁଛ ବଏଲେ
କରୋନା ଭି ହେଟା
ଭାଗବା ତୁଲିଆଚିରି।
ଜେଡେ ଗଖା ହ
ଜେନ ଥ
ବୁଟୁସ ହିଟି ପଡବ
କାହିଁ କେନ ତଲେ
ହୁସିଆର ନେଇଁ ରହେଲେ
ଖାଲଢିପ ନେଇଁ ପାରଲେ ବାରି।
In English;
Korona would go away
If you take three to
Four times hot water
True to say it does not
Burn your house.
How much big you might be
How much great you might be
If you are not able to
Differentiate up and down
At once you would fall down.
This poem has not been translated into any other language yet.
I would like to translate this poem