କେନ୍ତା କରି ବଁଚମି How To Live Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କେନ୍ତା କରି ବଁଚମି How To Live

Rating: 4.5

ଖୁଜଲେ ହେଲେ ପାଏବ କେନୁ
ଝିଲିପିଆଗି, କୁସମା, ଲୁଚେ, ଝାମୁଲ,
ତୁଲସିଦାସ, କଲାକୃଷ୍ଣ, କାଲି ଅଂଜେନ,
ଯାହିଁତାହିଁ ସାର୍ କାଜେ ଆରୁ କାହିଁ ନାଇଁ।

ବାହାଲ, ବାହାଲମାମଲି, ଆଁଟ, ବେର୍ଣା
ବରସାତ୍ କାଜେ ସବୁ ଶୂନା।
ଖର୍ଡିବୁନା ନେଇଁ କି ନେଇଁ ପଲହାରୁଆ।
ଜୋରବଛା, ପାଏନବନ୍ଧା, ଭୋଲଚୁଟା,
ନେଇ ନ କିଛୁ।

ଧାନପେଟା, ଭରା, ଭରନ,
ସଭେ ଭେଟଲେ ନ ମରନ।
ଖରି ଖରା ମାଡେନ,
ନେଇଁ ନ।

ନେଇଁ ନ ବଲି ପଲାଷ୍ଟିକ ଚଉଲ
ଅଉଛେ ରାୟପୁରନୁ।

କେନା ସିରେଲ ଭାଜି ନାଇଁ ସୁଆଦ।
ଖଜୁର କେନ୍ଦୁ ଚାହାର ଦେଶୁ ବାହାର।

ମାଗୁର ବଲିଆ ଖଗସା ଠୂରୁ ମଟଲା
ସବୁ ଦେଲୁ ନ ପାସରି।

ଗଛଖୁଁଟ ନେଇଁ ପଚର।

ନାଁ ହିରାକୁଦ, ପାଏନ ଭି ନେଇଁ।
କେନ୍ତା କରି ବଁଚମି ବଁଚାମି।
ଚିଁଗରି ବାଗିର ଛଟକୁ ଛୁଁ ଦେଖୁଛ କି ନେଇଁ।

Sunday, December 17, 2017
Topic(s) of this poem: farmers
COMMENTS OF THE POEM
Gajanan Mishra 17 December 2017

Present condition of farmers here.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success