ଯଦି ମୋ କଥା କେହି ଶୁଣୁ ନାହାନ୍ତି, ଯଦି ଖରାପ କଥା କହୁଛି,
ଯଦି ମୁଁ ଅନ୍ୟକୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛି,
ଯଦି ମୋର କୌଣସି କାର୍ଯ୍ୟରେ କାହାର କ୍ଷତି ହେଉଛି,
କାହା ପଛରେ ମିଛଖଚ କହୁଛି ମୁଁ ଈଶ୍ୱର ଦ୍ରୋହୀ।
ଏଠି ବଂଚି ରହିବାର ମୋର ଅଧିକାର ନାହିଁ।
ନର୍କଗତିକୁ ବି ମୋର ସମ୍ମତି।
In English;
If no one listen to me,
If I am telling bad,
If I show ill performance,
If anyone put to loss
By any action,
If I am telling falsehood behind anyone,
I am going against God, I am a culprit.
I have no right to live here,
I consent to go to the hell.
This poem has not been translated into any other language yet.
I would like to translate this poem