ଆପୋନମାଣେ ଖୋସି ତୋ
ମୁଁ ବଇ ଖୋସି।
ତୋମକୁ ଏକୋଟଙ୍କାରେ
ଚାଉଲ ଦେଲି,
କାହାକୁ ବଇ
ମରିବାକୁ ଦେବି ନାଇ ଭୋକରେ।
ସମସ୍ତେ ମୋ ପୋରିବାର,
ଖାଓ ପିଓ ମସ୍ତ ରହୋ।
ଟୋଙ୍କା ନିଓ ଭୋଟୌ ଦୋ।
ମୁଁ ଓଛି ତୋ
ତୋମେ ଅଛ।
ନିଓ ଖାଓ,
ମରୁଡିରେ ବନିଆଁରେ
ବାତିଆରେ ହୁତହୁତରେ
କେଇ ଆସିଲେ ନି କେଭେ
ଏଭେ ଆସିଲେ, ଗଲେ
ମୁ ରହିଲି, ଆଛିରହିବି
ଏକ ନମବର ହୋଇ।
ଇଲେକସନ ପୋରେ ପୁଣି
ଶପୋଥନେବି, ଯୋଗୋ ଦେବ
ଅନୁରୋଧ କରୋଛି।
ମୁ ଓଛି ତୋ ସବୁ ଅଛି।
If you are happy
I am also happy
I gave you rice
On one rupee
I would not allow
Anyone to die hungry.
All are my family members,
Eat, drink, and stay happy,
Take money, give your vote,
If I am here you are there.
During flood, draught
No one came,
Now they come
During election
And returned back.
I was here, I am
Still here as number one.
After election
I am to swear
And I hereby
Request you to attend.
If I am here
Everything is here.
This poem has not been translated into any other language yet.
I would like to translate this poem
Political satirical poetry - present system