ଡରୁଛ କି ନେଇଁ ଡରୁଛ
ଜାନବାରକାଜେ ହେଟା
ନେଇଁ ନ ମୁଇଁ ଇନ।
କେଏନ ଅଛେ କିଏ
ହେଟା ଭି
ମୋର ଜାନବାର ନେଇଁ ନ।
ତୁମେ ମୋର ଗଲା ଆଏଲା ରୁଡେ
ଜେନ ହେଇଛ ଖାଡା,
ଆରୁ ରୁକୁଛ
ମୋର ଯିବାଆଏବାରଟା,
କରବାକେ କରୁଛ କୋସିସ
କେନ୍ତା କରବ ମକେ ହିନସ୍ତା
ହେ ସବୁକେ ନେଇକରି
ପଡିଛେ କଥା।
ନେଇଁ ତ ନେଇଁ
ହଁ ତ ହଁ
ହଁ କି ନେଇଁରେ
କେଏନ ଭାସି ଯଉଛେ
ଆକାଶ!
English rendering;
I am not here
To know whether
You fear me or not.
I need not know
Who is here
Or not.
The point of discussion is
You have stood there
On my to and fro journey
Blocking the road,
And trying to
Make me laugh
By others
For no reasons.
In your yes or no,
No sky is flowing away.
This poem has not been translated into any other language yet.
I would like to translate this poem