ମୁଁ ନାହିଁ ତୁମେ ନାହଁ I Am Not Here So Also You Are Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଁ ନାହିଁ ତୁମେ ନାହଁ I Am Not Here So Also You Are

କିଏ କିଏ
ଗଜାନନ ମିଶ୍ର

କିଏ କିଏ ଆସିଲେ
କୋଉଠି କୋଉଠି ରହିଲେ
କଣ ସବୁ କେତେବେଳେ କଲେ
କିଏ କାହାକୁ ସବୁ କଣ କହିଲେ
କୋଉଠୁ କେମିତି କେଉଁଆଡକୁ ଗଲେ
କିଛି କିଛି କିଛି ଜାଣି ନାଇଁ
ଦୟାକରି ପଚାର ନାଇଁ।
ପଚାର ନାଇଁ କଣ ପ୍ରୟୋଜନ
ନାଇଁ ନାଇଁ କିଛି ନାଇଁ କୋଉଠି ସ୍ଥାନ
ତଥାପି ରହିବାକୁ ଏଇଠି ମନ
ବିଜ୍ଞାନ ଆନନ୍ଦ ଚେତନ ସବୁ ଶୂନ୍ଯ
ଧାରଣା ଧ୍ୟାନ ମୁଁ ନାହିଁ ତୁମେ ନାହଁ।

09437366644

Friday, July 24, 2020
Topic(s) of this poem: world
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success