1
କହେଲିଁ ଗୁଟେ କଥା
ମୋର ଭାଷାରେ ମୁଇଁ ମତେ,
ତୁଇ ବୁଝଲୁ କି ନେଇଁ ବୁଝଲୁ
କହିଦେ ଟିକେ ସତେ!
2
ମୁଇଁ କାହାରିର ନେଇଁ ସେ,
ମକେ ଭଲ ବଲବ ହେଟାକେ ନେଇଁ ନ ମୋର ଆସ୍।
ଫସେଇ ନେଇଁ ପାରେ ମକେ ତମର ମାୟାଜାଲ
ଜନା ମତେ ମୁକଲିବାର ଠାସ୍।
This poem has not been translated into any other language yet.
I would like to translate this poem