ସତ୍ୟ ଅଛି ଜାଣେ I Know Truth Is There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟ ଅଛି ଜାଣେ I Know Truth Is There

Rating: 5.0

ସମୁଦ୍ର ସମୁଦ୍ର ଭାବ ଭିତରେ
ତଳ ଉପର ମୋ ନାବ,
ଚିହ୍ନିବି ଚିହ୍ନିବି ହେଉଛି ନିଜକୁ
କେମିତି କିଏ କେଉଁଆଡେ ନେବ।

ଘାଣ୍ଟି ହେଉଛି ହୃଦୟ
ପୁରୁଷ ପୁରୁଷ ଧରି ରହିଛି ଫଶି
ରୋମଚର୍ମ ମାୟାରେ ପାରୁ ନି
ଜାଣି ନ୍ୟାୟଅନ୍ୟାୟ ଦିଗ।

ଅସତ୍ୟ ଅସତ୍ୟ କହିବାକୁ
ଓଲଟୁ ନାହିଁ ଜିଭ
ସତ୍ୟ ଅଛି ଜାଣେ ଆଉ ଯାଇ
ସେଇଠି ବସାଉଛି ଭାଗ।

Saturday, February 24, 2018
Topic(s) of this poem: truth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success