କିଛି କହିବି ନାଇଁ
କହିଲେ ଏଠି
ରହିବି ନାଇଁ
ରହି ପାରିବି ନାଇଁ।
କେହି ନାଇଁ
ଏଠି କି
ଆଉ କୋଉଠି
ମରୁଛି ମୁଁ ମୋଠି।
କିଏ କାହାଠି
ସଭିଏଁ ଏକାଠି
ମୁଁ ମୋର ନାଇଁ
କହିବି ନାଇଁ।
This poem has not been translated into any other language yet.
I would like to translate this poem
No permission is there to tell anything. Just watch and here.