ମରମି ବଲି ନେଇଁ କହେଁ। I Would Not Say To Die Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମରମି ବଲି ନେଇଁ କହେଁ। I Would Not Say To Die

Rating: 5.0

ସତେ ପଲାଲା କେଁ

1

ଗଜାନନ ମିଶ୍ର

ପଲାଲା କେଁ ସତେ
ହେ ହେମ!
ଏତକି ଦିନ ହେଲାନା
ଫେରଭି ଇ ମନ
ବୁଝୁଛେ ନେଇଁ।
ସତେ ପଲାଲା କେଁ!
ମା ପେରତଘରେ
ଦିପଜଲାଠାନେ
ଗରୁଡପୁରାଣ ସବୁ
ସୁନୁଥିଲା ସବୁଦିନେ
ମୁଲୁଶେଷ ସୁନଲା,
ଆରୁ କହିଥିଲା
ଏ ଗଜି, ମରମି ମରମି
ବଲୁଥିଲିଁ, ଆରୁ
ନେଇଁ ମରେ ନ।
ନେଇଁରେଁ ବୁଆ
ନେଇଁ ମରେଁ,
ହେ ଜମଦୁତମାନେ
ନେଇଁ ବୁଝନ କିଛୁ,
ତତଲା ତେଲ ଢାଲବେ,
ଲୁହା କଁଟା ଗେଁଜବେ,
ବଡା ଦଁଡ ଦେବେ
ନେଇଁ ସହି ପାରେ କିହେ।
ଉଁହୁଁ, ମରମି ବଲୁଥିନି
ଆରୁ ଏଭେ
ମରମି ବଲି ନେଇଁ କହେଁ।
ମରବାରକାଜେ
ମନକେ ନେଇଁ ଡାକେଁ!

2

ସତେ ପଲାଲା
ହେ ହେମ!
ପିନ୍ଧଲା ହାତପୁରତୁନ
ଲାଲ ଚୂଡି ମାଲେ
ଆନି ଦେଇଥିଲା ଜେନଟା
ବୁଲବୁଲ ଆରୁ ଚନ୍ଦନ।
ଏତକିଟେ ପିଁଧସନକେଁ
ପାଗଲେନ ବାଗିର ବଏଲାକେ
ମୁଲମୁଲ ଭିତରେ ଭିତରେ
ହସୁଥିଲାଜେ ବଁଦ କରିଦେଲା ଘାଏକେ,
ମା ଘରେ ପିଁଧସନ ଗୋ
ନେଇଁ କହ, ତାଗିଦ କଲେ ତପ
ଖେଚଡ କରୁଥିଲିଁ
ବଏଲିଁ ଜେ, କହେଲା ବୁଝୁଛେଁ ।
ସତେ ପଲାଲା ହେ ହେମ
ଏକାଥରକେ ଘର କରୁଛେ ଝେଁ।
ଦେଖତ, ଶାଢୀ ଅଏଲତା ସିନ୍ଦୂର
ଜେନଟା ଲଗେଇକରି ଗଲା
ଇ ମା ଘରୁ ସଁଜେ ହେ ହେମ,
ସକାଲ ପାଏଲାକେ
ମାଘର ପହିଲଖରା ତାପଲା ତାପଲା
ଆରୁ ସାଏଁ କିନା ଉତରା ପାଏଲା
ମକର ସଂକ୍ରାନ୍ତି ଦିନ।
ବୁଆ, ଏନ୍ତା ଭି ହେସି ଜିବାରଟା,
କେଡେ ଭାଗ୍ୟ ଗା,
ଧଏନ ଧଏନ ଜିବନ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/2/2019
(ଦୁର୍ଗ -ପୁରି ଟ୍ରେନ ଭିତରେ
କଟକ ଟେସନ)

POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India, it is about life and death in this world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success