ନିଜ ମା ପାଇଁ
ନିଜ ମାତୃଭାଷା ପାଇଁ
ନିଜ ମାତୃଭୂମି ପାଇଁ
ନ ଲଢିଲେ, ହେ ମଣିଷ,
ତୁମେ ସବୁ ସୁକୀର୍ତ୍ତିରୁ
ବିଚ୍ୟୁତ ହୋଇ
ବହୁତ କଷ୍ଟ ଭୋଗ କରିବ,
ସମୟ ଥାଉ ଥାଉ, ରୁହ ସତର୍କ!
English rendering;
For your ownmother,
For your own mother language,
For your own motherland,
If you are not to fight,
Oh, men, you would deprive of
All pain, stay alert,
Still, there is time.
This poem has not been translated into any other language yet.
I would like to translate this poem