ଯଦି ମା ନ ଜାଣିଲା If The Mother Knew Not Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯଦି ମା ନ ଜାଣିଲା If The Mother Knew Not

Rating: 5.0

କିଏ ତୁମେ ଜାଣିବ କେମିତି
ଯଦି ତୁମ ମା ନ ଜାଣିଲା
କୋଉଠୁ ଆସିଲା ସେ ଆଉ
କୋଉଠି କଣ କେତେବେଳେ!

ଭାଷା ଦି ପଦ ଯଦି ନ ହେଲା
ଆଉ ହେବ କଣ ଯେ ଆଶା
ରଖିବ କିଏ କେମିତି ଏତେବେଳେ
ଯୋଉଠି ପଡୁଛି ହୁରି ତୁଚ୍ଛାରେ।

ଚକ୍କରଫକ୍କର ନୁହେଁ, ବରଂ ଇତିହାସ
ଠୋସ ପ୍ରମାଣ ଦେଇ କହିବ
କରି ଯାଇଛ କଣ ସବୁ ଏମିତି।

ଆଉ ସେତେବେଳକୁ କହିବ ନି
ଏମିତି ସେମିତି ହୋଇ ନ ଥିଲେ
ଅଲଗା ପ୍ରକାର ହୋଇଥାନ୍ତା ସବୁକିଛି ।

Tuesday, January 22, 2019
Topic(s) of this poem: mother
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success