1
ରହିବ ନାଇଁ କିଛି
ଏ ଦେହ, ଏ ମନ, ଏ ସ୍ୱପ୍ନ।
ରହିବ ନାଇଁ
ଏ ରାତି ଆଉ ଏ ଦିନ।
2
ନୂଆ ଭାବରେ କର ଆରମ୍ଭ
ଭୂଗୋଳ ଆଉ ଇତିହାସ
ନୂଆ ଭାବରେ ଦେଖ ଜୀବନ
ହୁଏ ନି କିଛି ଏଠି ଶେଷ।
This poem has not been translated into any other language yet.
I would like to translate this poem