ଅଧିକାର ଅଛି ସମସ୍ତଙ୍କର ସବୁଠି ସବୁଥିରେ ।
ଏ ପ୍ରକୃତିରୁ ତିଆରି ସମସ୍ତେ ଆଉ ପ୍ରକୃତିରେ ହିଁ ମିଶିବେ ଶେଷରେ ।
ଏ ମଝିରେ ଯେତେ ଯିଏ ଯୋଉଠି ଅଛନ୍ତି ଯେମିତି ତାହାର ଇତି ସେଇଠି ।
English rendering;
In all everywhere right is there.
All are created by nature and would be there in nature.
And who are in the middle, their end is there.
This poem has not been translated into any other language yet.
I would like to translate this poem