ଅଛୁଁ ଆମେ ହଜିନୁ
ପାରି ନ ହଜାଇ ଆମକୁ।
ଆମେ ଅଛୁଁ ଏଇଠି
ଏଇ ମାଟି ଉପରେ ହେଇ।
ଦେଖିବ କି ଆମକୁ
ଝଲଝଲାତ୍ ଆଲୁଅରେ!
ଆଲୁଅ ହେଇ ଅଛୁଁ
ଠିଆ ତୁମର ଇ ସାମ୍ନାରେ।
In English;
We are here,
And you are not able to missed.
We are here
Here on this earth.
Would you see us
In dazzling light.
We are here as light
We stood in front of you.
This poem has not been translated into any other language yet.
I would like to translate this poem