ଜୀବନରେ In Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନରେ In Life

Rating: 5.0

ସନ୍ଦେହ ବ୍ୟାପିଲା ଧର୍ମରେ,
ଧର୍ମ ରହିଲା ଜୀବନରେ
ଆଉ ଜୀବନ ହେଲା ଡହକବିକଳ
ଧର୍ମର ଭୟାବହତାରେ।

ସାରା ଜୀବନ ଚେଷ୍ଟା କରି କରି
ବିଫଳ ହେବାକୁ ହେଲା
ଧର୍ମଗ୍ରନ୍ଥମାନଙ୍କୁ ଆଉ କେହି ବି
ପାରିଲେ ନି ଚିହ୍ନି ଜାଣି ବୁଝି
ଗୋଟିଏ ବି ଜହ୍ନରାତି।

ମୋଡ ବଦଳେଇବାକୁ ହେଲା
ସ୍ୱୟଂ ରାସ୍ତାକୁ ଝାପ୍ସା ଅନ୍ଧାରରେ
ବୟସ ଆଉ ସମୟ ମାନିଲା ହାର୍
ଆରୋପ ପ୍ରତ୍ୟାରୋପର ଗୋଲକଧନ୍ଧାରେ
ନିଜପର ଖେଳୁଥିଲା ଯୋଉଠି ନିରାପଦରେ।

ଜୀବନରେ In Life
Sunday, January 19, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success