ଖୋଜ ମଣିଷ, ଖୋଜି ଖୋଜି ପହଂଚିଯିବ ସେଇଠି ଯୋଉଠି କିଛି ହୁଏ ନା ଶେଷ!
ହୃଷିକେଶ, ଜାଣେ ମୁଁ
ଏଠି ନୁହଁ କିଛି ସହଜ ସରସ।
ଦେଖ, ତଥାପି ନୁହଁ ମୁଁ ବିରସ। ଚାହଁ, ମୋଠି ଇ ଅମୃତ ରସ। ମୁଁ ମଣିଷ, ମଣିଷ।
In English;
Search, go on searching a man,
While going you would reach there where nothing ends.
Dear Hrusikesh,
I know nothing is
Simple and easy.
See, I am not unhappy,
Look, in me nectar,
I am a man, the man.
This poem has not been translated into any other language yet.
I would like to translate this poem