ମୁଇଁ କହୁଛେଁ ଇଟା ମୋର ମା ଭାଷା ଥି ତୁମକେ,
ତୁମେ ନେଇଁ କହି ଦିଅ ନ ଆରୁ କାହାକେ।
ମୁଇଁ କହୁଛେଁ ଜେନଟା ହେଟା ସୁନିକରି
ତୁମକେ ଜଦର ଭି ବାଧୁଛେ ମୁଇଁ କରମି କାଣା।
ତୁମେ ଥ କି ଯ ମୁଇଁ କରମି କାଣା,
ସତ୍ ଜେନଟା ହେଟା ତ କହେମି
ଏକା ସଭକର ସାମ୍ନେ।
ମୋର କଥା ଜଉଛେ କେନୁ କେନଆଡକେ
ହେଟା ବୁଝି ପାରଲ ବଏଲେ ହେଟା ହେଲାନ।
ମୁଇଁ ମୋରଠାନେ ରହିଛେଁ ତ?
ମୁଇଁ ଅଛେଁ ତ ଠିକ୍ ମୋରଠାନେ।
ସାବୁନ ସର୍ଫ ଦେଲା ଲୋକକେ ଦଉଛେଁ ତ ଇଜତ ମହତ୍।
କହୁଛେଁ ବଲି କହୁଛେଁ ଜେନଟା ସତ୍ ଆରୁ
ଜେନଥିରେ ଅଛେ ସଭକର ଫାଏଦା।
ଜିବନର କଥା, ଦିନ ପରତିଦିନର କଥା,
ଭାବର କଥା, ପିରତିର କଥା ଆରୁ ଆରୁ ସବୁ ସବୁ କଥା,
ମତେ କହେବାରକେ ହଉଛେ।
ଆରୁ ସେ କଥାମାନକେ ନେଇ କରି
ତୁମେ ସୁଧରିଯିବ ମୋର ଆଶ ଅଛେ, ବିଶାସ ଅଛେ।
This poem has not been translated into any other language yet.
I would like to translate this poem