କେରି କେରି ଦୂବ ଘାସ
କୋଉଠି?
କହ ମନ ମୟୂରୀ।
ବଡ ଦେଉଳର ପାରା
ଯାଉଛି କଟକରୁ ବଲାଙ୍ଗିର।
ଶହେ ଆଠ ବେଲ ପତର
ମାରିଛି ସୁପରହିଟ୍,
ଭାଷା ନାହିଁ ବିଂଛା ହେଉଛି
ଖଇକଉଡି।
ମନେପଡ ସରୋଜ
ତମେ ଗୀତରେ ଏଠି।
This poem has not been translated into any other language yet.
I would like to translate this poem