ବଜେଟରେ ରହିଛି କି ନାଇଁ
ମୋ ପେନସନ ବଢିବା କଥା,
ରହିଛି କି ନାଇଁ ମୋ ମାଙ୍କ
ଦେହ ସୁସ୍ଥ ହେବା କଥା,
ରହିଛି କି ନାଇଁ ଦାଦନ ନ
ଯିବା କଥା, ରହିଛି କି ନାଇଁ
ମୋ ସ୍ତ୍ରୀଙ୍କ ରୋଷେଇବାସ
ସୁରୁଖୁରୁରେ ଚାଲିବା କଥା,
ଆଉ ରହିଛି କି ନାଇଁ ମୋ ଦେଶର
ସୈନିକଙ୍କ ହାଲହିସାବ,
ଆଉ ରହିଛି କି ନାଇଁ
ସାଧାରଣ ଲୋକଙ୍କ ହସ କାନ୍ଦ
ଉଠାପକା ଆଉ ଆଉ
ସବୁ କଥା ସବୁ କଥା।
English rendering;
Please see whether
Provisions for growth of
My pension is there or not
In the budget,
Whether there is the provisions
To keep my mother healthy and well,
Whether there is the provisions
To let not go outside bonded labourers,
Whether there is the provisions
To keep the kitchen of my wife
In order, And whether there is
The provisions for the welfare of
The family members of soldiers,
And whether there is the provisions
for smile and sorrows of common men
And so many things in the budget.
This poem has not been translated into any other language yet.
I would like to translate this poem