ସକାଳକୁ
ନ ଥିବ ସୂତ୍ର ।
କୁଆଡେ କେମିତି
ଯିବ ଦେଖ ।
ପ୍ରତେ ହେଉ ନି
ତୁମେ ତୁମର ।
ଦେଖି ତୁମକୁ
ହସୁଛି ସକାଳ ସୂର୍ଯ୍ୟ ।
କେମିତି କଣ
କରିବ ଦେଖ ।
ହେଉ ନି ହିସାବ
ଚେଷ୍ଟା ବିଫଳ ।
ରାସ୍ତା ତଥାପି ଅନେକ
ମନା ବି କରୁ ନି ପାଦ ।
This poem has not been translated into any other language yet.
I would like to translate this poem