ରାମ ନାମେ କଳି ଭାଇ,
ଆଲ୍ଲା ନାମେ ଗୁଳି।
ଯିଶୁ ନାମେ ମାର୍ ତାଳି,
ଗୁରୁଦ୍ଵାର ଜାଳି ।
ଯାହା ତୋର ତାହା ତୋର,
ନେଇ ନ ପାରି ଚୋର,
ମୁଣ୍ଡ କାଟି, ରକ୍ତ ନେଇ
ନିଆଁ ଜାଳି ସବୁ କରେ ଖାର ।
ମଣିଷ ନୁହେଁ ଅସୁର,
ଚିହ୍ନି ନେ ଭାଇ ନିଜେ
ତୁ ତୋର ଠାକୁର ।
ଜାଣି ନେ ସବୁ କିସମର ଚାଲବାଜି,
ପ୍ରେମରେ ଭାଇ ଘୃଣା, ଦୁର୍ ଦୁର୍
ମାର୍ ମାର୍ ଚାଲିବ ନି ମନ ମଉଜି ।
This poem has not been translated into any other language yet.
I would like to translate this poem